Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

Read more

ବାରଙ୍ଗ ପୋଲିସ ହାଜତ ହିଂସା ସରକାର ବିଚାର ବିଭାଗୀୟ ତଦନ୍ତ କଲେ ନାହିଁ କାହିଁକି ?

ଭୁବନେଶ୍ୱର: ବାରଙ୍ଗ ହାଜତ ନିର୍ଯ୍ୟାତନା ଓ଼ ରାଜ୍ୟରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ହାଜତ ମୃତ୍ୟୁ ମାମଲାକୁ ନେଇ ପିସିସି ଗଣମାଧ୍ୟମ ତରଫରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା  ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଓ଼ ...
Read more

ବିଜେପି ଛାଡ଼ିଲେ କେ ଅନ୍ନାମଲାଇ

ଚେନ୍ନାଇ: କେ ଅନ୍ନାମଲାଇ ବିଜେପି ଛାଡ଼ିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ଶୁକ୍ରବାର ତାମିଲନାଡୁରେ ଦଳର ପୂର୍ବତନ ମୁଖ୍ୟ କେ ଆନ୍ନାମଲାଇ ଇସ୍ତଫା ଦେଇଥିବା କହିଛି। ବିଜେପି ଏକ ବିଜ୍ଞପ୍ତିରେ କହିଛି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦଳର ...
Read more

ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ 125 କୋଟି ଟଙ୍କା କୁଆଡେ ଖର୍ଚ୍ଚ ହେଲା : ହରିଚନ୍ଦନ

ଚିଲିକା ଋଷିକୂଲ୍ୟା ମୁହାଣ ଉନ୍ନୟନର ବର୍ତ୍ତମାନ ସ୍ଥିତି କଣ ଭୁବନେଶ୍ୱର: କୋଷ୍ଟାଲ ହାଇୱେ ଓ ଚିଲିକା ମୁହାଣ ଉନ୍ନୟନ ବିଷୟକୁ ନେଇ କଂଗ୍ରେସ ଭବନଠାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ l ଗଣମାଧ୍ୟମକୁ ...
Read more

ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୂବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ ଐତିହ୍ୟ ...
Read more

କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି

ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଥିବା କହିଲେ ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ କହିଛନ୍ତି ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ...
Read more

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ...
Read more

ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା ପାଇଁ ବଡ଼ ନେତା ...
Read more

ରାଜ୍ୟରେ ହାଜତ ମୃତ୍ୟୁ ଏବଂ ପୋଲିସ ବର୍ବରତା ଅତ୍ୟନ୍ତ ଉଦବେଗଜନକ : କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପୁଲିସ ପ୍ରଶାସନର ବର୍ବରତା ସବୁ ସୀମା ଟପି ସାରିଲାଣି। ଥାନା ଭିତରେ ନିର୍ଯାତନା ଏବଂ ହାଜତ ମୃତ୍ୟୁ ମାମଲା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ପୁଲିସ ପ୍ରଶାସନ ବିଫଳ ହୋଇ ଥିବାବେଳେ ...
Read more

ବର୍ବରତାର ସବୁ ସୀମା ଟପିସାରିଲାଣି ପୋଲିସ୍ ପ୍ରଶାସନ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ପୋଲିସ୍ ପ୍ରଶାସନର ବର୍ବରତା ସବୁ ସୀମା ଟପିସାରିଲାଣି । ଥାନା ଭିତରେ ଥାର୍ଡଡିଗ୍ରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ପୋଲିସ୍ ପ୍ରଶାସନ ଅମାନୁଷିକ ଭାବେ ସାଧାରଣ ଲୋକଙ୍କ ...
Read more

ଦିଲ୍ଲୀ ଗସ୍ତରେ ନବୀନ

ଭୁବନେଶ୍ୱର: ୭ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ସେ ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ରାଜନୈତିକ କାର୍ୟ୍ୟକ୍ରମ ତୁଳନାରେ ପାରିବାରିକ କାରଣ ପାଇଁ ହୋଇଥିବା ସୂଚନା ମିଳିଛି । ନିଜ ବଡ଼ ଭାଇ ପ୍ରେମ ...
Read more

ଭତ୍ତା ସମସ୍ୟା: ୧୫ ଦିନରେ ହେବ ସମାଧାନ

ଭୁବନେଶ୍ୱର: କେଉଁଠି ୨ମାସ ତ ଆଉ କେଉଁଠି ୩ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ନପାଇ ଦହଗଞ୍ଜ ହେଉଛନ୍ତି ବୃଦ୍ଧ, ବୃଦ୍ଧା। ପରିଣତ ବୟସରେ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ସରକାରୀ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଉଥିବାର ଦେଖିବାକୁ ମିଳୁଛି। ଆର୍ଥିକ ...
Read more

ରାଜା ସାମନ୍ତରାୟଙ୍କ କଂଗ୍ରେସକୁ ଘର ବାହୁଡା଼

ଭୁବନେଶ୍ୱର: ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର, ଲୋକପ୍ରିୟ ଯୁବନେତା ପ୍ରିୟବ୍ରତ (ରାଜା) ସାମନ୍ତରାୟ ଆଜି ହଜାର ହଜାର କର୍ମୀଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଏକ ବାଇକ ରେଲି ଯୋଗେ ମିଶ୍ରଣ ପର୍ବ ସମାବେଶ ସ୍ଥଳୀକୁ ଯାଇଥିଲେ ...
Read more

ବରଗଡ ଧନୁଯାତ୍ରାର ସ୍ୱାଗତ ତୋରଣ ଭାଙ୍ଗିଯିବା ଘଟଣାର ତଦନ୍ତ କରନ୍ତୁ ମୋହନ ସରକାର: ବିଜେଡି

ଭୁୁବନେଶ୍ୱର: ଗତ ଦୁଇ ବର୍ଷ ହେଲା ସାରା ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା, ଆଇନଶୃଙ୍ଖଳା ବିପର୍ଯ୍ୟୟ ଆଦି ଦୈନଦିନ ଘଟଣାରେ ପରିଣତ ହେଲାଣି । ପୂର୍ବରୁ ସାଧାରଣ ଲୋକେ ପ୍ରଶ୍ନ ଉଠାଉଥିଲେ, ଏବେ କିନ୍ତୁ ଖୋଦ୍ ବିଜେପି ସରକାରଙ୍କର ସାଂସଦ ପ୍ରଶ୍ନ ଉଠାଇଲେଣି । ...
Read more

ଓଡ଼ିଶାର ବେଲପଣା, ଆମ୍ବକୁ ଦେଶରେ ଲୋକପ୍ରିୟ କରାଇଲେ ମୋଦିଜୀ: ମନମୋହନ

ଭୁବନେଶ୍ୱର: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୪ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀ ସମାଜ ଏବଂ ଜାତୀୟ ଜୀବନ ସହ ଜଡ଼ିତ ବିଭିନ୍ନ ...
Read more

ବାଦ୍‌ ପଡ଼ିବେ ୬ ମନ୍ତ୍ରୀ!

ଭୁବନେଶ୍ବର: ଯାହା ପ୍ରଦର୍ଶନ ଭଲ, ସିଏ ରହିବେ । ଯିଏ ଦୁର୍ବଳ, ହଟିବା ଥୟ । ଆନୁଗତ୍ୟ ହେଉଛି ଦ୍ୱିତୀୟ ପ୍ରମୁଖ ମାନଦଣ୍ଡ । ସରକାରଙ୍କ ଭାବମୂର୍ତ୍ତିକୁ ଆଞ୍ଚ୍‌ ପହଞ୍ଚାଉଥିବା ନେତାଙ୍କ ସ୍ଥାନ ନାହିଁ ମୋହନ ମନ୍ତ୍ରିମଣ୍ଡଳରେ । ଏମିତି କଠୋର ନୀତି ଧରି ମନ୍ତ୍ରୀମାନଙ୍କର ...
Read more

ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେଡି

ଭୁବନେଶ୍ୱର: ଚାଷୀଙ୍କୁ ଏମଏସ୍ପି ସହିତ ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ନିଜର ହକ୍ ପାଇଁ ଆଜି ଚାଷୀକୂଳ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ...