Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସାଥୀ ଆପଣଙ୍କ ଠାରୁ କ’ଣ ଚାହିଁଥାନ୍ତି: ସୁମଧୁର ସମ୍ପର୍କ ପାଇଁ ୧୦ଟି ଟିପ୍ସ୍‌

    Share on :
    ajab-Image
    Date: May 15, 2025    Views: 2955

    ସାଥୀଙ୍କ ସହ ସମ୍ପର୍କକୁ ମଧୁର କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ବିକଳ୍ପ ବାଛିଥାନ୍ତି। ଆପଣ ଚାହିଁଲେ ବି ସାଥୀଙ୍କର ଅତି ଆପଣାର ହୋଇପାରିବେ।

    ୧- ସମ୍ପର୍କର ଆରମ୍ଭରୁ ସାଥୀଙ୍କୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ବି ସେତିକି ଗୁରୁତ୍ୱ ଦିଅନ୍ତୁ। କାରଣ ସାଥୀଙ୍କୁ ଗୁରୁତ୍ୱ ଦେଲେ ଆପଣଙ୍କ ସମ୍ପର୍କ ଦୃଢ ହୋଇଥାଏ ।

    ୨-ସାଥୀଙ୍କୁ ସର୍ବଦା ସନ୍ଦେହ କରନ୍ତୁ ନାହିଁ।

    ୩-ସାଥୀଙ୍କ ଇଛାକୁ ସମର୍ଥନ କରିବା ସହ ଛୋଟଛୋଟ କଥାରେ ଯୁକ୍ତି କରନ୍ତୁ ନାହିଁ।

    ୫-ସମ୍ପର୍କ ମଜଭୁତ କରିବା ପାଇଁ ସାଥୀଙ୍କୁ ସମୟ ସମୟରେ ଉପହାର ଆଣି ଦିଅନ୍ତୁ।

    ୬-ବିଶେଷ କରି ସାଥୀଙ୍କ ଜନ୍ମଦିନ କିମ୍ବା ସ୍ୱତନ୍ତ୍ର ଦିନ ମାନକରେ ସାଥୀଙ୍କୁ ପ୍ରଥମେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଉପହାର ମଧ୍ୟ ଦେବାକୁ ଭୁଲନ୍ତୁ ନାହିଁ।

    ୭-ସାଥୀଙ୍କ ଭରସାକୁ କେବେ ଭାଙ୍ଗନ୍ତୁ ନାହିଁ।

    ୮-ସାଥୀଙ୍କୁ ସମୟ ଦେବାରେ କେବେ ଅବହେଳା କରନ୍ତୁ ନାହିଁ ।

    ୯-ସାଥୀଙ୍କୁ ଅନ୍ୟମାନଙ୍କ ସମ୍ମୁଖରେ କେବେ ଗାଳି କରନ୍ତୁ ନାହିଁ।

    ୧୦-ସବୁଠୁ ବଡ କଥା ହେଲା ସାଥୀଙ୍କୁ ପ୍ରଶଂସା କରିବାକୁ କେବେ ଭୁଲନ୍ତୁ ନାହିଁ। ସମୟ ମିଳିଲେ ସାଥୀଙ୍କୁ ପ୍ରଶଂସା କରନ୍ତୁ।

    Maximum 500 characters

    ବିଶେଷ View all

    Find Us on Facebook