ମୁଖ୍ୟ ଖବର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ବତାଗଡ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଗତ ଶୁକ୍ରବାର ବିଳମ୍ବିତ ରାତ୍ର ଅଜଣା ଜନ୍ତୁ ଆକ୍ରମଣରେ ୧୩ଟି ମେଣ୍ଢା ଓ ଛେଳି ଛୁଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।
ସନ୍ତୋଷ ଗୌଡ ଗାଁ ନିକଟରେ ଗୁହାଳ କରି ସେଠାରେ କିଛି ମେଣ୍ଢା ଓ ଛେଳି ପାଳନ କରି ପରିବାର ଭରଣ ପୋଷଣ କରି ଆସୁଥିଲେ କ୍ଷ ଭୋରୁ ଗୁହାଳ ଘରେ ମେଣ୍ଢା ଓ ଛେଳି ଗୁଡ଼ିକ ମରି ପଡିଥିବା ଦେଖିବାକୁ ପାଇଥିଲେ କ୍ଷ ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଟିମ୍ ପହଞ୍ଚି ୧୩ଟି ମେଣ୍ଢା ଓ ଛେଳିଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି କ୍ଷ ସନ୍ତୋଷଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି । କୌଣସି ବନ୍ୟଜନ୍ତୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ।
Comments ସମସ୍ତ ମତାମତ