Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟ୍ରେନ ଅଟକାଇଲା ମଦ୍ୟପ

    Share on :
    ajab-Image
    Date: Jan 18, 2026    Views: 2278

    ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମଦ୍ୟପ ଯୁବକର ଉନ୍ମତ କାଣ୍ଡ । ଯୁବକ ଜଣଙ୍କ ରାଜମହଲ ଛକ ନିକଟରେ ଥିବା ରେଳ ଧାରଣାରେ ଷ୍ଟେସନ ପଟୁ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ଏହାକୁ ଅଟକାଇଥିଲା । ମଦ୍ୟପାନ କରି ଟ୍ରେନ ଉପରେ ଚଢିବା ସହ ଲୋକଙ୍କୁ ଗାଳି ଗୁଲଜ କରିଥିଲା । ବାରମ୍ବାର ଟ୍ରେନ ଶଦ୍ଦରେ ବି ଟ୍ରେନ ସାଇଟରୁ ହଟିନଥିଲା ମଦ୍ୟପ । ଫଳରେ ଅଟକି ରହିଥିଲା ଟ୍ରେନ । ଫାଳିକିଆ ବସ୍ତିରେ ରହୁଥିବା ଏହି ମଦ୍ୟପ ଯୁବକ ଏଭଳି କାଣ୍ଡ ଘଟାଇ ଜିଆରପି ପୁଲିସକୁ ନାକେଦମ୍‌ କରିଛି । ଖବର ପାଇ ଆରପିଏଫ୍‌ ଏବଂ ଜିଆରପିଏଫ୍‌ ପୁଲିସ ପହଞ୍ଚି ମଦ୍ୟପକୁ କାବୁ କରିଛନ୍ତି । ଫଳରେ ସେହି ଟ୍ରାକରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook