Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୦ ଆର୍‌ପିଏଫ୍‌ କନଷ୍ଟେବଳ ନିଲମ୍ବିତ

    Share on :
    ajab-Image
    Date: May 18, 2025    Views: 3318

    ରାଉରକେଲା: ଝାଡ଼ଖଣ୍ଡର ହଜାରିବାଗ ଏବଂ ହରିୟାଣାର ମାନେସରଠାରେ ହୋଇଥିବା ନ୍ୟାଶନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି/ବିଏସ୍‌ଏଫ୍‌) କମାଣ୍ଡୋ କୋର୍ସ ଟ୍ରେନିଂ ସମୟରେ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ୧୦ ଆର୍‌ପିଏଫ୍‌ କନଷ୍ଟେବଳ ନିଲମ୍ବିତ ହେଇଛନ୍ତି। ସେମାନେ ହେଲେ ରାଉରକେଲାରେ କାର୍ୟ୍ୟରତ କନଷ୍ଟେବଲ ଅମରଜିତ କୁମାର, ଜିତେନ୍ଦ୍ର କୁମାର, ବନ୍ଧମୁଣ୍ଡାରେ କାର୍ୟ୍ୟରତ ସି.ବି ସିଂହ, ସୋନୁ କୁମାର, ଝାରସୁଗୁଡ଼ାରେ କାର୍ୟ୍ୟରତ ଗୋପାଳ ସିଂହ, ଡି.କେ ପଣ୍ଡିତ, ସିନିରେ କାର୍ୟ୍ୟରତ ରବାନୀ ଖାନ୍‌, ଏମ୍‌. କେ ଚୌହାନ୍‌, ଅମିତ କୁମାର ଏବଂ ଟାଟାରେ କାର୍ୟ୍ୟରତ ସି. ପି ପ୍ରଜାପତି । ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଚକ୍ରଧରପୁର ମଣ୍ଡଳରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook