Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଖୁବ୍ ଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

    Share on :
    ajab-Image
    Date: Jul 18, 2024    Views: 2895

    ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ଛାତ୍ର ସଙ୍ଗଠନଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବି ଏଥିପାଇଁ ପାଗ ଭିଡିଲାଣି । ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରାୟ ୭୦ ପ୍ରତିଶତ କଲେଜରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି ।
    ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ନିର୍ବାଚନ କରିବାକୁ ଛାତ୍ର ସଂସଦ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା । ଏଥିପାଇଁ ଅନେକଥର ଆନ୍ଦୋଳନ ମଧ୍ୟ ହୋଇଛି । କୋଭିଡ ପୂର୍ବରୁ ତତକାଳୀନ ସରକାର ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦେଇଥିଲେ, ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

    Maximum 500 characters

    ରାଜନୀତି View all

    Find Us on Facebook