ମୁଖ୍ୟ ଖବର
ସମ୍ବଲପୁର: କାର୍ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ। ରେଙ୍ଗାଲି ତହସିଲ ଅଫିସ୍ ଛକ ନିକଟରୁ ଜବତ ହେଲା ବିପୁଳ ରୁପା । ଏକ କୁଇଣ୍ଟାଲ ୧୦ କେଜି ରୁପା ଜବତ ହୋଇଥିବା ସୂଚନା । କାର୍ ଭିତରେ ସିକ୍ରେଟ୍ ଚାମ୍ବର୍ କରି ହେଉଥିଲା ଚୋରା ଚାଲାଣ । ଗଞ୍ଜେଇ ଚୋରା ଚାଲାଣ ଯାଞ୍ଚ ବେଳେ ଜବତ କଲେ ଅବକାରୀ ଟିମ୍ ।ଝାଡ଼ଖଣ୍ଡ ରାଞ୍ଚିକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି।
Comments ସମସ୍ତ ମତାମତ