Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ, ୧୦ ଯୁବତୀ ଉଦ୍ଧାର

    Share on :
    ajab-Image
    Date: Oct 18, 2025    Views: 2686

    ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ। ଭଡ଼ା ଘରେ ଚାଲିଥିଲା ଦେହ ବେପାର ।  ଅତର୍କିତ ଚଢ଼ାଉ କରି ୧୦ ଯୁବତୀଙ୍କୁ ଉଦ୍ଧାର କଲା କ୍ୟାପିଟାଲ ଥାନା ପୁଲିସ। ରେଡ୍ ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। ଘର ଭିତରୁ ଆପତ୍ତିଜନକ ସାମଗ୍ରୀ ଓ ଏକାଧିକ ଭ୍ୟାନିଟି ବ୍ୟାଗ୍ ଜବତ ହୋଇଛି। ସେକ୍ସ ରାକେଟରେ ଯୁବତୀଙ୍କୁ ନିୟୋଜିତ କରାଯାଇଥିବା ସନ୍ଦେହ। ଝାଡ଼ଖଣ୍ଡରୁ ନାବାଳିକାକୁ ଆଣି ନିୟୋଜିତ କରାଯାଇଥିଲା। ସେଠାରେ ଦୀର୍ଘ ଦିନ ହେବ ସେକ୍ସ ରାକେଟ୍ ଚାଲିଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି। ତେବେ ରାଜଧାନୀ ନାବାଳିକା ଦୁର୍ଷ୍କମ ମାମଲରେ ଲିଙ୍କ ଥିବା ସନ୍ଦେହ କରୁଛି ପୁଲିସ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook