Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା ଗସ୍ତରେ ଆସିବେ ରାହୁଲ

    Share on :
    ajab-Image
    Date: Aug 30, 2025    Views: 2869

    ଭୁବନେଶ୍ବର: ଆସନ୍ତା ନଭେମ୍ବର, ଡିସେମ୍ବର ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟରେ ବଡ଼ କାର୍ୟ୍ୟକ୍ରମ ହେବ। ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ବିଶାଳ କାର୍ୟ୍ୟକ୍ରମ କରାଯିବ।
    ରାହୁଲ ଗାନ୍ଧୀ ରୋଡ଼ ସୋ’ କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି । ବିଶାଳ ସଭାରେ ଯୋଗ ଦେବେ ଓ ବିଭିନ୍ନ ଜିଲ୍ଲାରେ ଅନ୍ୟ କାର୍ୟ୍ୟକ୍ରମମାନ ମଧ୍ୟ ହେବ। ରାହୁଲ ଗାନ୍ଧୀ ରାଜ୍ୟର ସମସ୍ତ ଅଞ୍ଚଳ  ଗସ୍ତ କରି  ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି  ପିସିସି ସଭାପତି କହିଛନ୍ତି। 

    Maximum 500 characters

    ରାଜନୀତି View all

    Find Us on Facebook