Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଅଡୁଆରେ ରାହୁଲ

    Share on :
    ajab-Image
    Date: Oct 5, 2024    Views: 4690

    ନୂଆଦିଲ୍ଲୀ: ପୁଣି ଅଡୁଆରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ହାଜର ହେବାକୁ ପୁନେ କୋର୍ଟଙ୍କ ପକ୍ଷରୁ ନୋଟିସ୍‌‌ ଜାରି କରାଯାଇଛି। ବୀର ସାବରକରଙ୍କ ସମ୍ପର୍କରେ ରାହୁଲ ଆପତ୍ତିଜନକ ଶଦ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ରାହୁଲ ଗାନ୍ଧୀ ବ୍ରିଟେନ ଯାଇଥିବା ବେଳେ ସେଠାରେ ଏଭଳି ମନ୍ତବ୍ୟ ଦେଇଥିଲେ। ଏନେଇ ସାବରକରଙ୍କ ସମ୍ପର୍କୀୟ ପୁଣେ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ। ଏହାର ଶୁଣାଣି କରି ଶନିବାର କୋର୍ଟ ରାହୁଲଙ୍କୁ ନୋଟିସ୍‌‌ କରି ଅକ୍ଟୋବର ୨୩ରେ ହାଜର ହେବାକୁ ନୋଟିସରେ କୁହାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook