Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କୁରୁବଂଶ ଭଳି ଧ୍ବଂସ ହେବ ବିଜେଡି:ପ୍ରଭାତ ବିଶ୍ୱାଳ

    Share on :
    ajab-Image
    Date: Jul 14, 2026    Views: 2440

    କୁରୁବଂଶ ଭଳି ଧ୍ବଂସ ହେବ ବିଜେଡି। ନବୀନଙ୍କୁ ପରୋକ୍ଷରେ ଧୃତରାଷ୍ଟ୍ର କହି ବର୍ଷିଲେ ପ୍ରଭାତ ବିଶ୍ୱାଳ। ଭଗବାନ ଶ୍ରୀକୃଷ୍ଣ ବୁଝାଇଥିଲେ ବି ଶୁଣି ନଥିଲେ ଧୃତରାଷ୍ଟ୍ର। କୁରୁବଂଶ ଭଳି ବିଜେଡି ଧ୍ବଂସ ହୋଇଯିବ। ଗତକାଲି ପ୍ରଭାତ ବିଶ୍ୱାଳଙ୍କୁ ନବୀନ ପଟ୍ଟନାୟକ ବିଶ୍ୱାସଘାତକ କହିବା ପରେ ଆଜି ବର୍ଷିଛନ୍ତି ପ୍ରଭାତ ।

    ଗତକାଲି ନବୀନ ନିବାସରେ ଚୌଦ୍ୱାର ବିଜେଡି କର୍ମୀଙ୍କୁ ସମ୍ବୋଧନ କରି ନବୀନ କହିଥିଲେ, ପ୍ରଭାତ ଚିଟ୍ ଫଣ୍ଡ ଠକେଇ ମାମଲାରେ ଜେଲ ଯାଇଥିଲେ। ତା ପରେ ବି ତାଙ୍କ ପୁଅକୁ ଟିକେଟ ଦେଲି। କିନ୍ତୁ ପ୍ରଭାତ ଓ ତାଙ୍କ ପୁଅ ବିଶ୍ୱାସ ଘାତକ କଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook