Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦିଲ୍ଲୀରୁ ଫେରି ନବୀନଙ୍କ ୟୁପିଆଇ ଆଟାକ୍

    Share on :
    ajab-Image
    Date: Sep 18, 2026    Views: 2391

    ଭୁବନେଶ୍ଵର : ଦିଲ୍ଲୀରୁ ଫେରି ନବୀନଙ୍କ ଆଟାକ୍ । ୟୁପିଆଇ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ । କହିଲେ ଛୋଟ ଦୋକାନୀ ବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉଚିତ୍ । ୧୦ ଦିନ ପରେ ଦିଲ୍ଲୀରୁ ଫେରିବା ପରେ ବିମାନବନ୍ଦରରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆର ନୂତନ ନିୟମ ଅନୁଯାୟୀ, ୧୫ ଅକ୍ଟୋବର ୨୦୨୬ରୁ କେବଳ ବ୍ୟବସାୟୀ ବା ମର୍ଚ୍ଚାଣ୍ଟମାନଙ୍କ ପାଇଁ ନୂଆ MDR ଚାର୍ଜ ଲାଗୁ ହେବାକୁ ଯାଉଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook