Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଜିଠୁ ଦିଲ୍ଲୀ ଗସ୍ତରେ ଯିବେ ନବୀନ

    Share on :
    ajab-Image
    Date: Jul 14, 2026    Views: 2266

    ଭୁବନେଶ୍ୱର: ଆଜି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ଦିଲ୍ଲୀ ଯିବେ । ଦିଲ୍ଲୀ ଗସ୍ତ କାଳରେ ସେ କେତେକ ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ତାଙ୍କର ବନ୍ଧୁମାନଙ୍କୁ ଭେଟିବେ । ଆସନ୍ତା ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିପାରନ୍ତି । ଆସନ୍ତା ୨୨ ତାରିଖରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।
    ସୂଚନା ମୁତାବିକ, ମଙ୍ଗଳବାର ସକାଳ ୧୦ଟାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଗସ୍ତ କାଳରେ ସେ କେତେକ ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭହେବ। ଏହି ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିପାରନ୍ତି। ଆସନ୍ତା ୨୨ ତାରିଖରେ ସେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିବେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook