Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୭ ତାରିଖରେ ପୁଣି ନୂଆପଡା ଯିବେ ନବୀନ

    Share on :
    ajab-Image
    Date: Nov 5, 2025    Views: 2397

    ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ପୁଣି ନୂଆପଡା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡା ଓ ଖରିଆର ରୋଡରେ ପ୍ରଚାର କରିବେ ନବୀନ । ଏନେଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନିଜେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । କୋମନା ସଭାରେ ଜନସମର୍ଥନ ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

    ଆସନ୍ତା ୭ତାରିଖରେ ନୂଆପଡାବାସୀଙ୍କ ଠାରୁ ଆର୍ଶୀବାଦ ନେବାକୁ ଯିବେ ବୋଲି ନବୀନ କହିଛନ୍ତି । ଗତ ୩ତାରିଖରେ ନୂଆପଡାର କୋମନାକୁ ଯାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ । ଏହି ସମୟରେ ସେ ବିଜେପି ଓ ଜୟ ଢୋଲକିଆଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook