ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାଷ୍କର ରାଓଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ତାଙ୍କୁ ମାନ୍ରବର ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଭାଗିରଥୀ ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ଭାସ୍କରଙ୍କ ନାମରେ ଏନବିଡବ୍ଲୁ୍ୟ ଜାରି ହୋଇଛି । ତେବେ ଆଗୁଆ ଜାମିନ ପାଇଁ ଭାସ୍କର ରାଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
Comments ସମସ୍ତ ମତାମତ