ମୁଖ୍ୟ ଖବର
ପୁରୀ :ରାତିରେ ମାମୁଁ ଘରେ ପଶି ମାଇଁର ଭଉଣୀକୁ ହାଣିଲା ଭଣଜା। ପୁରୀ କାକଟପୁର ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମୃତ ଯୁବତୀ ହେଲେ ଲିଲି ପ୍ରୀୟା ବେହେରା।
ପରେ ହତ୍ୟାକାରୀ ଭଣଜା ସ୍ମୃତି ରଞ୍ଜନ ସ୍ୱାଇଁଙ୍କୁ ଗିରଫ କରିଛି ପୁଲିସ। ସେପଟେ ହତ୍ୟା ସ୍ପଟରୁ ମାତ୍ର ୫୦ ମିଟର ଦୂରରେ ଏକ କେନାଲ ତଳୁ ଅଚେତ୍ ଅବସ୍ଥାରେ ଅଭିଯୁକ୍ତ ସ୍ମୃତି ରଞ୍ଜନକୁ ଉଦ୍ଧାର କରିଛି ପୋଲିସ। ଅଭିଯୁକ୍ତ ସ୍ମୃତି ରଞ୍ଜନଙ୍କ ଘର ଅସ୍ତରଂଗ ବେଗୁନିଆବସ୍ତ ଗାଁରେ।
Comments ସମସ୍ତ ମତାମତ