Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

    Share on :
    ajab-Image
    Date: Mar 4, 2026    Views: 2873

    ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ହୋଲି ପୂର୍ବରୁ ଗଡ଼ିଲା ମୁଣ୍ଡ । ବିଚ୍ ରାସ୍ତାରେ ମହିଳାଙ୍କୁ ହତ୍ୟା । ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା । ମୃତକ ହେଲେ ସାବିତ୍ରୀ ମଲ୍ଲିକ । ଭରତପୁର ଫୁଲେଶ୍ଵରି ବସ୍ତି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଭରତପୁର ଥାନା ପୁଲିସ ସାବିତ୍ରୀଙ୍କ ଶବ ଜବତ କରିଛି । ଫେରାର ହେବା ପୂର୍ବରୁ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ କାବୁ କରିଛି ପୁଲିସ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ କରୁଛି ପୁଲିସ ।

    Maximum 500 characters

    ତାଜା ଖବର View all

    Find Us on Facebook