Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏବେ ମହାନଦୀ ସମସ୍ୟାର ସମାଧାନ ହେବ:ମନମୋହନ

    Share on :
    ajab-Image
    Date: Aug 31, 2025    Views: 2675

    ଭୁବନେଶ୍ବର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପରାମର୍ଶ ଦେଇଥିଲେ, ଏବେ ମହାନଦୀ ସମସ୍ୟାର ସମାଧାନ ହେବ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ମହାନଦୀ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଥିଲେ କ୍ଷ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କର ଏନେଇ ଆଲୋଚନା ହୋଇଛି କ୍ଷ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହେବ କ୍ଷ ସମୟ ଗଡେଇବା ପାଇଁ ବିରୋଧୀ କେସ୍ କରିଥିଲେ କ୍ଷ କହିବା ପାଇଁ ତାଙ୍କର ନୈତିକ ସାହସ ନାହିଁ କ୍ଷ ମହାନଦୀରେ ଗୋଟେ ବି ବ୍ୟାରେଜ କରିପାରିଲେ ନାହିଁ କ୍ଷ ଖାଲି କେସ୍ କଲେ କ’ଣ ହେବ, ସରକାର ୧୫ ବର୍ଷ ଭିତରେ ଗୋଟେ ବ୍ୟାରେଜ ପରିକଳ୍ପନା କରିପାରିଲେ ନାହିଁ କ୍ଷ ପାଣି ସମୁଦ୍ରକୁ ବୋହି ଯାଉଛି ଆମେ ଅଟକାଇପାରିଲେ ନାହିଁ । ଛତିଶଗଡ ବ୍ୟାରେଜ କଲା, ଖାଲି ଦୋଷ ଦେଲେ କ’ଣ ହେବ ବୋଲି ମନମୋହନ ସାମଲ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook