Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ମିଲକ ମୁ’ ପ୍ଲାଣ୍ଟରେ ଯୋଗାଣ ମନ୍ତ୍ରୀ

    Share on :
    ajab-Image
    Date: Jul 27, 2024    Views: 3766

    କୋଣାର୍କ: ସ୍ଥାନୀୟ ସାରଡ଼ା ସ୍ଥିତ ‘ମିଲକ ମୁ’ ପ୍ଲାଣ୍ଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯାଞ୍ଚ କରିଛନ୍ତି ।
    ଯାଞ୍ଚ ପରେ ଶ୍ରୀ ପାତ୍ର କହିଛନ୍ତି ଯେ ଏଠାରେ ଉପôାଦିତ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ବୋଲି ଅଭିଯୋଗ ହୋଇଥିଲା । ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ନିଜେ ଯାଞ୍ଚ କରିବାକୁ ଆସିଲି ।  ବିଭିନ୍ନ ଉପôାଦର ସାମ୍ପଲ ନିଆଯାଇଛି । ଲ୍ୟାବରେ ଟେଷ୍ଟ କରାଯିବ । ଯଦି ଅନୁପଯୁକ୍ତ ବୋଲି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।  

    Maximum 500 characters

    ତାଜା ଖବର View all

    Find Us on Facebook