Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଭୁଲି ଯାଉଛନ୍ତି କି ସବୁ କଥା? ଏହା ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ

    Share on :
    ajab-Image
    Date: Feb 9, 2025    Views: 4270

    କିଛି ଲୋକ ଅଛନ୍ତି ଯାହାଙ୍କର ଅଳ୍ପ ସମୟ ଭିତରେ କଥା ଭୁଲିଯିବାର ଏକ ରୋଗ ଥାଏ । ଲୋକେ ଏହାକୁ ଅତି ସହଜରେ ଗ୍ରହଣ କରି ନିଅନ୍ତି । ଯାହା କ୍ରମେ ବହୁତ ବନ ସମସ୍ୟାରେ ପରିଣତ ହୋଇଥାଏ । ଏହା ସ୍ମରଣ ଶକ୍ତିକୁ କ୍ରମେ କମେଇ ଦେଇଥାଏ ଯାହା କାଳକ୍ରମେ ଏକ ରୋଗରେ ପରିଣତ ହୋଇଥାଏ । ଏଥି ପ୍ରତି ସମୟ ଥାଉଣୁ ସଜାଗ ହେବା ନିତ୍ୟାନ୍ତ ଆବଶ୍ୟକ । ବୟସ ବଢିବା ସଂଗେ ସଂଗେ ସ୍ମରଣ ଶକ୍ତି କମିଯାଏ | ହେଲେ କିଛି ଲୋକଙ୍କ ସ୍ମରଣ ଶକ୍ତି ଅଳ୍ପ ବୟସରେ ମଧ୍ୟ କମି ଯିବାର ଦେଖାଯାଏ | ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଜବୁତ ସ୍ମରଣ ଶକ୍ତି ରହିବ ଜରୁରୀ | ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କ ସ୍ମରଣ ଶକ୍ତି ଅସମ୍ଭଵ ଭାବେ ବୃଦ୍ଧି ପାଇବା | ଆସନ୍ତୁ ଜାଣିବା କଣ ସେହି ଜିନିଷ |

    ଅଖରୋଟ :
    ମସ୍ତିସ୍କ ପାଇଁ ଓମେଗା ଫାଟି ଏସିଡ ଜରୁରୀ ହୋଇଥାଏ |ଯଦି ଆପଣ ପ୍ରତିଦିନ ଗୋଟେ ଅଖରୋଟ ସେବନ କରିଛନ୍ତ ତେବେ ଆପଣଙ୍କ ସ୍ମରଣ ଶକ୍ତି ମଜବୁତ ରହିବ |

    ଦେଶୀ ଘିଅ :
    ଦେଶୀ ଘିଅର ବ୍ୟବହାର ପ୍ରାଚୀନ ସମୟରୁ ହୋଇ ଆସୁଛି | ଯଦି ଆପଣ ଦୈନିକ 1 ଚାମଚ ଦେଶୀ ଘିଅ ଖାଉଛନ୍ତି, ତେବେ ଆପଣଙ୍କ ସ୍ମରଣ ଶକ୍ତି ମଜବୁତ ରହିବ |

    ଚା ଓ କଫି :
    ବହୁତ ଲୋକ ଚା ଓ କଫି ପିଇବାକୁ ମନ କରିଥାନ୍ତି | ହେଲେ ଆପଣ ଦିନରେ 3 ଥର ଚା ଓ କଫି ସେବନ କରି ପାରିବେ | ଏହା ଦ୍ୱାରା ଆପଣଙ୍କ ଥକାପଣ ଦୂର ହେବ ଓ ସ୍ମରଣ ଶକ୍ତି ମଜବୁତ ରହିବ |

    Maximum 500 characters

    ବିଶେଷ View all

    Find Us on Facebook