Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମେଡ଼ିସିନ ଷ୍ଟୋର ଆଗରେ ଲାଗିବ ରେଟ ଚାର୍ଟ

    Share on :
    ajab-Image
    Date: Jul 15, 2026    Views: 3028

    ଭୁବନେଶ୍ବର: ମେଡ଼ିସିନ ଷ୍ଟୋର ଆଗରେ ଲାଗିବ ରେଟ ଚାର୍ଟ। ସାରା ଓଡିଶା ପାଇଁ ରହିବ ଗୋଟିଏ ଦର। କେନ୍ଦ୍ର ସରକାର ୩୯ ଟି ମେଡ଼ିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

    କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକାକୁ ରାଜ୍ୟର ସମସ୍ତ ମେଡ଼ିସିନ ଷ୍ଟୋରରେ ଲଗାଯିବ। ରକ୍ତଚାପ, ମଧୁମେହ, ହୃଦ ରୋଗ ଭଳି ବିଭିନ୍ନ ରୋଗ ପାଇଁ ୩୯ ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook