ମୁଖ୍ୟ ଖବର
ବାରଙ୍ଗ: ମୁଣ୍ଡୁଳୀ ବ୍ୟାରେଜ ଛକରେ ସନ୍ଦେହଜନକ ଭାବେ କଳା ରଙ୍ଗର ହୋଣ୍ଡା ଟକସନ କାର ରଖି ଯୁବକ ନିଖୋଜ ଜ୍ଝ ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ୍ ଓଡ୍ରାଫ ଟିମ ସହ ପହଞ୍ଚି ମହାନଦୀ ପାଣିକୁ ଡେଇଁ ନିଖୋଜ ଥିବା ସନ୍ଦେହରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
ନିଖୋଜ ଯୁବକ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଯୁବକ ନଦୀକୁ ଡେଇଁଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ ରହିଛିି।
Comments ସମସ୍ତ ମତାମତ