Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ଧୁକ ଦେଖାଇ ଲୁଟିନେଲେ୨୫ ଲକ୍ଷର ସୁନା !

    Share on :
    ajab-Image
    Date: Jun 6, 2026    Views: 2730

    ଆଳି: ମାରଣାସ୍ତ୍ର ଧରି ଘରେ ପଶିଲେ ୧୨ ଡକାୟତ। ଆଉ ବନ୍ଧୁକ ମୁନରେ ସବୁ  ଲୁଟିନେଲେ। ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟ୍। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଖଣ୍ଡିଆପାଟଣା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ। ଆଲମାରୀ ଲକର ଭାଙ୍ଗି ସୁନା, ରୁପା, ଓ ନଗଦ ୯୫ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook