Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଡାଇବେଟିସ୍‌କୁ ନିୟନ୍ତ୍ରିତ କରେ ଭେଣ୍ଡି

    Share on :
    ajab-Image
    Date: Jun 9, 2025    Views: 3597

    ଭେଣ୍ଡି  ସ୍ୱାଦ ସହିତ ସ୍ମାସ୍ଥ୍ୟ ପାଇଁ ହିତକର । ସମସ୍ତେ ଏହି ପରିବା ଖାଇବାକୁ ପସନ୍ଦ କରନ୍ତିି । ସେହିପରି ଯେଉଁ ବ୍ୟକ୍ତଙ୍କର ଡାଇବେଟିସ୍‌ ରହିଛି ସେମାନେ ଭେଣ୍ଡିକୁ ନିଜ ରୁଟିନ୍‌ରେ ସାମିଲ କରିବା ଜରୁରୀ ।ଏହା ଶରୀରରେ ଶର୍କରାର ପରିମାଣ ଦ୍ରୁତ ଗତିରେ ନିୟନ୍ତ୍ରିତ କରିଥାଏ ।

    ଭେଣ୍ଡିରେ ଖୁବ୍‌ କମ୍‌ କ୍ୟାଲେରୀ ରହିଥାଏ । ଏଥିରେ ପୋଟାସୟମ୍‌ , କ୍ୟାଲେସିୟମ୍‌, ଭିଟାମିନ୍‌ ସି ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ ।  ଭେଣ୍ଡିରେ ଥିବା ଫାଇବର କବ୍ଚ ଠାରୁ ଦୁରେଇ ରଖିବା ସହ ପାଚନ ତନ୍ତ୍ର ସୁସ୍ଥ ରଖେ । ଭେଣ୍ଡି ରେ କମ୍‌ କ୍ୟାଲେରୀ ଥିବାରୁ ଏହା ଓଜନ ବଢିବାକୁ ଦିଏନା । 

     

     

    Maximum 500 characters

    ବିଶେଷ View all

    Find Us on Facebook