Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୋଟିଏ ଇଲିସି ୮ ହଜାର ଟଙ୍କାରେ ବିକ୍ରି

    Share on :
    ajab-Image
    Date: Jul 19, 2026    Views: 3428

    ଧାମରା: ଭଦ୍ରକ ଜିଲ୍ଲା ଧାମରାର ଚନ୍ଦନିପାଳରେ ଗୋଟିଏ ଇଲିସି ୮ ହଜାର ଟଙ୍କାରେ ବିକ୍ରି ହୋଇଛି । ମାଲିକ ଲାଲୁ ମଣ୍ଡଳଙ୍କ ବୋଟ୍ ଏହି ୩ କେଜି ୫୦୦ ଗ୍ରାମର ଇଲିସି ମାଛକୁ ଚନ୍ଦନିପାଳ ଏସପି କଣ୍ଟାକୁ ନେଇ ଆସିଥିଲା । ନିଲାମ ଡାକୁଥିଲେ ବିଷ୍ଣୁ ଦାସ । ଡାକ ଆରମ୍ଭ ହୋଇଥିଲା କେଜି ୨୨୫୦ ଟଙ୍କାରୁ । ୧୦ରୁ ଅଧିକ ବ୍ୟକ୍ତି ନିଲାମରେ ଭାଗ ନେଇଥିଲେ । ଶେଷରେ ୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।
    ଧାମରା ମତ୍ସ୍ୟଜୀବୀଙ୍କ କହିବା କଥାଆଗ ଭଳି ଆଉ ଜାଲରେ ଇଲିସି ପଡ଼ୁନାହାନ୍ତି। ଯେତିକି ମାଛ ଧରୁଛୁ ତା ଦର ଚଢ଼ା ରହୁଛି।  କିଲୋ ପିଛା ୨୨ ଶହରୁ ଅଧିକ ଦର ରହୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook