Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଟୋ ଏକ୍ସପୋ

ମୁଖ୍ୟ ଖବର

    ପୁଣି କମିଲା ସୁନା ଦାମ୍‌

    Share on :
    ajab-Image
    Date: May 14, 2025    Views: 3155

    ଭୁବନେଶ୍ୱର :ପୁଣି କମିଲା ସୁନା ଦର । ବୁଧବାର ସୁନା ଦର ପୁଣି କମିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୬,୦୬୦ ଟଙ୍କା ରହିଛି । ଗତକାଲି ୯୬,୬୦୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୮,୦୫୦ ଟଙ୍କା ରହିଛି । ଗତକାଲି ଏହା ୮୮,୫୫୦ ଥିଲା । ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୨,୦୪୦ ଟଙ୍କା ରହିଛି । ଗତକାଲି ୭୨,୪୫୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି । ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୯୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା ।

    Maximum 500 characters

    ଅଟୋ ଏକ୍ସପୋ View all

    Find Us on Facebook