Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଇ ଲଭ୍ ୟୁ ଠାରୁ ବି ଅଧିକ ଦମଦାର ଏହି ତିନୋଟି ଶବ୍ଦ

    Share on :
    ajab-Image
    Date: Apr 8, 2026    Views: 2445

    ଆଇ ଲଭ୍ ୟୁ । ଏହି ତିନୋଟି ଶବ୍ଦ ହେଉଛି ପ୍ରେମର ପ୍ରତିକ ବୋଲି କୁହାଯାଇଥାଏ। ଏହି ଶବ୍ଦକୁ ଆପଣ ପ୍ରତିଦିନ ଆପଣଙ୍କ ସ୍ତ୍ରୀ କିମ୍ବା ପ୍ରେମିକାକୁ ତ ନିଶ୍ଚନ୍ତ କହୁଥିବେ। କିନ୍ତୁ ଆପଣ ଜାଣନ୍ତି କି ଆଇ ଲଭ୍ ୟୁ କହିବା ଦ୍ବାରା ସେମାନଙ୍କୁ ସେତେଟା ଫରକ ପଡ଼ିନଥାଏ ଯେତେଟା ଏହି ତିନିଟି ଶବ୍ଦରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ସେହି ତିନୋଟି ଶବ୍ଦ ବିଷୟରେ କହିବାକୁ ଯାହାକୁ ଶୁଣିଲେ ଝିଅମାନେ ଖୁବ୍ ଶୀଘ୍ର ପୁଅଙ୍କ ଉପରେ ଫିଦା ହୋଇଯାଆନ୍ତି।

    କିଛି କାମ ଏମିତି ବି ଥାଏ ଯାହାକୁ ପ୍ରତିଟି ଝିଅ କରିପାରନ୍ତି ନାହିଁ। କିନ୍ତୁ ଏମିତି କାମରେ ଆପଣଙ୍କୁ ସେମାନଙ୍କ ସାହାରା ହେବାକୁ ପଡ଼ିବ ଏବଂ ଆପଣ ବି ଚାହିଁଲେ ଆପଣଙ୍କ ପାର୍ଟନର ର କଠିନ କାମକୁ ଆରାମରେ କରିପାରିବେ। ଏଥିପାଇଁ ଆପଣଙ୍କୁ ଏହି ଶବ୍ଦ କହିବାକୁ ପଡ଼ିବ। ତାହା ହେଉଛି ‘ କିଛି କଥା ନାହିଁ ତୁମେ ଛାଡ଼ି ଦିଅ ମୁଁ କରିଦେବି’।

    ଯଦି ଆପଣ ନିଜ ପାର୍ଟନର କିମ୍ବା ସ୍ତ୍ରୀକୁ ଅଧିକ ଚାହୁଁଥିବେ ଏବଂ ଆପଣ ତାଙ୍କ ପାଇଁ କିଛି ବି କରିବାକୁ ଚାହୁଁଛନ୍ତି ତେବେ ଏହି ଶବ୍ଦ ଆପଣଙ୍କ କାମରେ ଆସିପାରେ। କେବଳ ଏତିକି ହିଁ କହିବାକୁ ପଡ଼ିବ କି ‘ତୁମେ କୈାଣସି କଥାକୁ ଚିନ୍ତା କର ନାହିଁଟ୍ଟ ମୁଁ ସବୁ କରିଦେବି।

    ଏଠାରେ ଏମିତି ଏକ ଶବ୍ଦ ଅଛି ଯାହା ପ୍ରେମକୁ ଅନୁଭବ କରାଏ। ଏମିତି ଶବ୍ଦରୁ ଜଣାପଡ଼େ ଆପଣ ଆପଣଙ୍କ ପାର୍ଟନର ର କେତେ ଅଧିକ ଯତ୍ନ ଏବଂ ଧ୍ୟାନ ନିଅନ୍ତି। ଯଦି ଆପଣଙ୍କ ପାର୍ଟନର କୈାଣସି ଅସୁବିଧା ହୋଇଛି ଆଉ ଆପଣ ସେହି ସମୟରେ ଏହି ଶବ୍ଦକୁ ପ୍ରୟୋଗ କରିଛନ୍ତି। ତେବେ ଦେଖିବେ ସେ ସତରେ ଆପଣଙ୍କ ଉପରେ ଫିଦା ହୋଇଯିବେ।ଏହି ଶବ୍ଦଟି ହେଉଛି ‘ମୁଁ ଅଛି ନା’। ଏବେ ତ ଆପଣଙ୍କୁ ଜଣା ପଡ଼ିସାରିଥିବ ଏହି ତିନୋଟି ଶବ୍ଦ ଆଇ ଲଭ୍ ୟୁ ଠାରୁ କେତେ ଦମଦାର ବୋଲି।

    Maximum 500 characters

    ବିଶେଷ View all

    Find Us on Facebook