Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁବତୀଙ୍କୁ ଗଣ ଦୁଷ୍କର୍ମ; ୨ ଗିରଫ

    Share on :
    ajab-Image
    Date: Jul 26, 2024    Views: 3653

     ରାଉରକେଲା: ରାଉରକେଲା ସହରରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ୨ଅଭିଯୁକ୍ତ ଗିରଫ।  ଦୁଇ ଅଭିଯୁକ୍ତ ଦିନ ମଜୁରିଆ ହୋଇଥିବା ଜଣାଯାଇଛି।
    ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ବଣାଇରୁ ରାଉରକେଲା ଆଣିଥିଲେ। ସେଠାରେ ଏକ ହୋଟେଲରେ ରଖି ଗଣ ଦୁଷ୍କର୍ମ କରିଥିଲେ। ଏପରି କିଛି ଦିନ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଛାଡ଼ି ଦୁଇ ଅଭିଯୁକ୍ତ ପଳାଇଯାଇଥିଲେ।ଗତକାଲି ରାଉରକେଲା ରେଳ ଷ୍ଟେସନ ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ। ଯୁବତୀ ଜଣଙ୍କ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପରେ ପୁଲିସ ଯୁବତୀଙ୍କର ଡାକ୍ତରମାଇନା କରିବା ପରେ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ରହିଛି ତାର ତଦନ୍ତ କରୁଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook