Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଟିଆରୁ କିଟ୍ ରାସ୍ତା ପାର୍ଶ୍ଵରେ ବେଆଇନ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

    Share on :
    ajab-Image
    Date: Jul 8, 2026    Views: 2999

    ଭୁବନେଶ୍ୱର ପଟିଆରୁ କିଟ୍ ରାସ୍ତା ପାର୍ଶ୍ଵରେ ଥିବା ବେଆଇନ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଜମିରେ ଜବରଦଖଲ କରି ଗଢ଼ି ଉଠିଥିବା ଦୋକନ ଓ ଘର ଉଛେଦ ଆରମ୍ଭ କଲା ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମ୍ୟାନେଜିଂ କମିଟି। ଦୀର୍ଘଦିନ ହେବ ବେଆଇନ ଦୋକାନ ଘର ନିର୍ମାଣ ହୋଇଥିଲା। ତାହା ଉପରେ ଚାଲିଲା ବୁଲଡୋଜର।
    CEMCର ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀ ତଥା BDA, BMC,GAଙ୍କ ଉପସ୍ଥିତି ଓ ମିଳିତ ଉଦ୍ୟମରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୧୦ରୁ ଉର୍ଦ୍ଧ୍ବ ବେଆଇନ ଦୋକାନ ଘର ଭଙ୍ଗାଯିବ। ପଟିଆ ଅଞ୍ଚଳର ପ୍ଲଟ୍ ନଂ ୪୩୬ ଏବଂ ୪୩୪ରେ ଉଚ୍ଛେଦ ଜାରି ରହିଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook