Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚୁଟିର ଡାକ୍ତର ଅଣ୍ଡା ତେଲ : ଜାଣନ୍ତୁ ଏହାର ଫାଇଦା

    Share on :
    ajab-Image
    Date: Oct 4, 2025    Views: 3581

     ପ୍ରାକୃତିକ ତେଲ ତ୍ବଚା ଏବଂ ବାଳ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲ,ବାଦାମ ତେଲ,ଅଲିଭ ତେଲର ଫାଇଦା ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଆପଣ କ’ଣ କେବେ ଅଣ୍ଡା ତେଲ ଟ୍ରାଇ କରିଛନ୍ତି? ଆସନ୍ତୁ ଜାଣିବା ଅଣ୍ଡା ତେଲ କିପରି ଭାବରେ ଆମ ବାଳ ପାଇଁ ଲାଭଦାୟକ ହୋଇଥାଏ।

    ଅଣ୍ଡା ତେଲ ଅଣ୍ଡାର କେଶରରୁ ବାହାରିଥାଏ। ଏହା ଚୁଟି ମୂଳରେ ସହଜରେ ଶୋଷିତ ହୋଇଯାଏ। ଏହା ଦ୍ବାରା ବାଳର ରୁକ୍ଷପଣ ଦୂର ହୋଇଥାଏ।

    ଅଣ୍ଡା ତେଲ ଲଗାଇବା ଦ୍ବାରା ବାଳ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଏଥିରେ ବାଳର ପୋଷଣ ନିମନ୍ତେ ଜରୁରୀ ତତ୍ତ୍ବ ଥାଏ। ଏଥିପାଇଁ ଏହାର ବ୍ୟବହାର ଦ୍ବାରା ବାଳ ଝଡ଼ିବା କମିଥାଏ ଏବଂ ଘନବାଳ ହୋଇଥାଏ।

    ଅଣ୍ଡା ତେଲରେ କୋଲେଷ୍ଟ୍ରୋଲ୍ ଥାଏ। ଏହା ତ୍ବଚାକୁ ଶୋଷିତ କରିଥାଏ ଏବଂ ଟିସୁକୁ ଉପଯୁକ୍ତ ସ୍ଥାନକୁ ଆଣିଥାଏ। ଏହା ବାଳକୁ କଣ୍ଡିସନିଙ୍ଗ୍ କରିଥାଏ।

    ବାଳର ଏଜିଙ୍ଗକୁ ରୋକିଥାଏ। ଅଣ୍ଡା ତେଲରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ବୟସାଧିକ୍ୟରୁ ବାଳକୁ ରକ୍ଷା କରିଥାଏ ଏବଂ ବାଳକୁ ମଜବୁତ କରିଥାଏ।

    Maximum 500 characters

    ବିଶେଷ View all

    Find Us on Facebook