Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚତୁର୍ଥ ଶନିବାରରେ କାମ କରିବେ ସରକାରୀ କର୍ମଚାରୀ

    Share on :
    ajab-Image
    Date: Oct 18, 2025    Views: 2456

    ଭୁବନେଶ୍ଵର : ଦୀପାବଳି ପାଇଁ ସରକାରଙ୍କ ଛୁଟି ଘୋଷଣା। ୨୦ ଓ ୨୧ ତାରିଖ ସରକାରୀ ଛୁଟି। ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ରହିବ। ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ। ସେହିପରି ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ୟ୍ୟଦିବସ ଭାବେ ଘୋଷଣା କରାଯାଇଛି। 

    ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ବଳବତ୍ତର ରହିବ। ୨୦ ତାରିଖରେ ଅତିରିକ୍ତ ଛୁଟି ରହିବ। ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ୟ୍ୟାଳୟ ୨ ଦିନ ପାଇଁ ବନ୍ଦ ରହିବ। ୨୦ରେ ନୂଆପଡ଼ାରେ ସରକାରୀ କାର୍ୟ୍ୟାଳୟ/ ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ। ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ୟ୍ୟଦିବସ ରହିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook