Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିରୂପାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

    Share on :
    ajab-Image
    Date: Dec 4, 2025    Views: 2698

    କଟକ: ଜଗତପୁର ଥାନା ଆଇବି ରୋଡ ସ୍ଥିତ ବିରୂପା ନଦୀରେ କାର ଖସିପଡିବା ଘଟଣାରେ ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ୫ଜଣ ସାଙ୍ଗ କାରରେ ଭୁବନେଶ୍ୱରରୁ କଟକ ଆସିବା ବେଳେ ବିରୂପା ନଦୀରେ କାର ପଶିଯିବାରୁ ଜଣେ ନିଖୋଜ ହୋଇ ଯିବା ପରେ ଆଜି ତାଙ୍କ ମୃତଦେହ ଠାବ କିଛନ୍ତି ଅଗ୍ନିଶମ କର୍ମଚାରୀ । ଗତକାଲିଠାରୁ ବହୁ ଖୋଜାଖୋଜି ପରେ ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook