Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସର୍ଟସର୍କିଟ: ଶଳା, ଭିଣୋଇ ମୃତ

    Share on :
    ajab-Image
    Date: Jul 10, 2025    Views: 2703

    ଧର୍ମଗଡ଼: ବିଦୁ୍ୟତ ସର୍ଟସର୍କିଟରୁ ଶାଳା ଓ ଭିଣୋଇଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆମପାଣି ଥାନା ଅନ୍ତର୍ଗତ ପୋଡ଼ାଗୁଡ଼ା ଗ୍ରାମରେ ଏହି ଘଟଣା ଘଟିଛି । ଉଭୟ ଜମିକୁ ପାଣି ମଡ଼ାଇବା ପାଇଁ ଯାଇଥିଲେ । ଲିଫ୍ଟ ଇରିଗେସନ ପଏଣ୍ଟରୁ ଜମିକୁ ପାଣି ମଡ଼ାଉଥିଲେ । ତେବେ ଏହି ସମୟରେ ମୋଟରରେ ସଟସର୍କିଟ ହୋଇଯାଇଥିଲା । ଉଭୟ ଏହାର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ଶଳା ଓ ଭିଣୋଇଙ୍କ ମୃତୁ୍ୟ ହୋଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook