Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜବେଷ୍ଟ ଛାତରୁ ପଡି ଯୁବକ ମୃତ

    Share on :
    ajab-Image
    Date: Jul 1, 2025    Views: 3186

    ଆସ୍କା : ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସମବାୟ ଚିନି ଶିଳ୍ପରେ ଅଘଟଣ । ଆଜବେଷ୍ଟ ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଯାଜପୁର ବିଞ୍ଝାରପୁର ଅଞ୍ଚଳର ୨୪ ବର୍ଷୀୟ ସଲମାନ ଖାନ୍‌ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସ୍ଥିତ ସମବାୟ ଚିନି ଶିଳ୍ପରେ କାମ ଚାଲିଥିଲା । ଏହି ସମୟରେ ହଠାତ୍‌ ଆଜବେଷ୍ଟ ଛାତରେ କାମ କରୁଥିବା ଜଣେ ଯୁବକ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ । ଯାହାପରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଯାଜପୁର ବିଞ୍ଝାରପୁର ଅଞ୍ଚଳର ୨୪ ବର୍ଷୀୟ ସଲମାନ ଖାନ୍‌ ବୋଲି ଜଣାପଡିଛି 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook