Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାଠଯୋଡିରେ ବୁଡି ଇଞ୍ଜିନିୟର ମୃତ

    Share on :
    ajab-Image
    Date: May 18, 2025    Views: 3096

    କଟକ : କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଇଞ୍ଜିନିୟର  ନିଖୋଜ ହୋଇଯାଇଛନ୍ତି । ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ୪ ଜଣ ଇଞ୍ଜିନିୟର ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିଲା । କଟକ ଏସସିବି ନିର୍ମାଣାଧୀନ କାର୍ୟ୍ୟରେ ନିୟୋଜିତ ଥିଲେ ଏହି ସମସ୍ତ ଇଞ୍ଜିନିୟର । ପାଣିର ଗଭୀରତା ସମ୍ପର୍କରେ ଜାଣିନଥିଲେ । ମୃତ ଇଞ୍ଜିନିୟରଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି । ନିଖୋଜଙ୍କ ସନ୍ଧାନ ଜାରି ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook