Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗୋହି ଖୋଳିଲେ ମୁଖ୍ୟମନ୍ତ୍ରୀ: ମିଡିଆକୁ ବିଜ୍ଞାପନ ନଦେବାକୁ ହ୍ୱିପ ହୋଇଥିଲା

    Share on :
    ajab-Image
    Date: Oct 5, 2024    Views: 3758

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶନିବାର ପୂର୍ବ ସରକାରଙ୍କ ମିଡିଆ ବିରୋଧୀ ମନୋଭାବର ଗୋହି ଖୋଲିଛନ୍ତି । ଦୈନିକ ଖବରକାଗଜ ‘ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ବଡ଼ ଗୁମର ଖୋଲିଛନ୍ତି ।  ପୂର୍ବ ସରକାରରେ କିଛି ମିଡିଆକୁ ସରକାରୀ ବିଜ୍ଞାପନ ନଦେବାକୁ  ହ୍ୱିପ ଜାରି କରାଯାଇଥିଲା । କାରଣ ସେମାନେ ସରକାରଙ୍କ ଏଚଏମଭି ହେବାକୁ ମନା କରିଦେଇଥିଲେ । ସମ୍ପୃକ୍ତ ଖବରକାଗଜଗୁଡ଼ିକ ସରକାରଙ୍କ ଏଚଏମଭି ଅର୍ଥାତ ହିଜ ମାଷ୍ଟର ଭୟସ ହେବାକୁ ମନା କରିଦେଇଥିଲେ । ଫଳରେ ସେମାନଙ୍କୁ ବିଜ୍ଞାପନ ମିଳୁନଥିଲା । ଏବେ ସମୟ ବଦଳିଛି । ଲୋକଙ୍କ ସରକାର ଏବେ କ୍ଷମତାକୁ ଆସିଛି । ଏଠି ମିଡିଆକୁ ଧମକ ନାହିଁ କି କଣ୍ଠରୋଧ କରିବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook