Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏମ୍‌ସିଏଲ୍ ଚିଫ୍ ମ୍ୟାନେଜରଙ୍କୁ ଉଠାଇନେଲା ସିବିଆଇ

    Share on :
    ajab-Image
    Date: Jul 10, 2025    Views: 3248

    ଭୁବନେଶ୍ବର: ସିବିଆଇ ଜାଲରେ MCL ଚିଫ୍ ମ୍ୟାନେଜର । ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି । ପବିସ୍ଥାପିତଙ୍କୁ ମାଗିଥିଲେ ୪୦ ହଜାର ଟଙ୍କା ।

    ସୂଚନାଯୋଗ୍ୟ ଯେ, MCL ଚିଫ୍ ମ୍ୟାନେଜର ଅଖିଳେଶ କୁମାର ବର୍ମାଙ୍କୁ ସିବିଆଇ ଉଠାଇ ନେଇଛି । ଜଣେ ବିସ୍ଥାପିତଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅଖିଳେଶଙ୍କୁ ମାଡ଼ି ବସିଛି ସିବିଆଇ । ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଅଖିଳେଶ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବ୍ୟକ୍ତି ଜଣଙ୍କ ୨୦ ହଜାର ଦେବା ବେଳେ ଅଖିଳେଶ ମାଡ଼ି ବସିଥିଲେ ସିବିଆଇ ଅଧିକାରୀ । ଅଖିଳେଶ ବର୍ମାଙ୍କୁ ଉଠାଇ ନେଇ ଭୁବନେଶ୍ବର ଅଫିସ୍‌ରେ ସିବିଆଇ ଟିମ୍‌ ପଚରାଉଚରା କରୁଥିବା ସୂଚନା ମିଳିଛି । 

    Maximum 500 characters

    ତାଜା ଖବର View all

    Find Us on Facebook