Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧରାପଡ଼ିଲେ ଲାଞ୍ଚୁଆ ଯନ୍ତ୍ରୀ

    Share on :
    ajab-Image
    Date: Oct 4, 2024    Views: 4512

    ପାଟଣାଗଡ଼: ରାଜ୍ୟରେ ଗତ କିଛି ଦିନ ହେଲା ଭିଜିଲାନ୍ସ  ବିଭାଗର ଧରପଗଡ଼ ପରେ ବି କମୁଛି ଲାଞ୍ଚ କାରବାର । ଏହାରି ଭିତରେ ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି । ସେ ହେଉଛନ୍ତି ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ।  ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶ୍ରୀ ସାହୁ ଧରାପଡ଼ିଛନ୍ତି । ମନରେଗାରେ ହୋଇଥିବା ଏକ କାର୍ଯ୍ୟର ବିଲ କରାଇ ଦେବାକୁ ଶ୍ରୀ ସାହୁ ଲାଞ୍ଚ ନେଉଥିଲେ । ଏ ବାବଦରେ ସେ ପୂର୍ବରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଆଜି ପୁଣି ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook