ମୁଖ୍ୟ ଖବର
ଭୁବନେଶ୍ବର: ବିଜେଡ଼ି ବିଭିନ୍ନ ଛାମୁହା ସଂଗଠନରେ ଆବାହକ ନିଯୁକ୍ତ କରିଛି। ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ବିଜୁ କୃଷକ ଜନତା ଦଳର ଆବାକ ଦାୟିତ୍ବ ପ୍ରଦାନ କରାଯାଇଛି। ସେିହପରି-
ବରିଷ୍ଠ ନାଗରିକ ସେଲ୍ ଦାୟିତ୍ବ- ସାଂସଦ ଦେବାଶିଷ ସାମନ୍ତରାୟ
ଆଇଟି ଓ ସୋସିଆଲ ମିଡିଆ ଦାୟିତ୍ବ- ଅମର ପଟ୍ଟନାୟକ
ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ବ- ଅନଙ୍ଗ ଉଦୟ ସିଂଦେଓ
ବିଜେଡି କୋପରେଟିଭ୍ ସେଲ୍ ଦାୟିତ୍ବ- ରଣେନ୍ଦ୍ର ପ୍ରତାପ ସ୍ବାଇଁ
ବିଜେଡ଼ି ଓବିସି ସେଲ୍ ଦାୟିତ୍ବ- ବିଧାୟକ ଅରୁଣ ସାହୁ
ବିଜେଡ଼ି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବ- ବଦ୍ରି ନାରାୟଣ ପାତ୍ର
ମତ୍ସ୍ୟଜୀବୀ ସେଲ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଅନୁସୂଚିତ ଜନଜାତି ସେଲ୍- ମଙ୍ଗଳା କିଷନ
ଏସି ସେଲ୍- ମହେଶ ସାହୁ
Comments ସମସ୍ତ ମତାମତ