Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ଛାଡ଼ିଲେ ଏହି ନେତ୍ରୀ

    Share on :
    ajab-Image
    Date: Oct 19, 2024    Views: 3625

    ଭୁବନେଶ୍ୱର:  ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀଙ୍କ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏ ନେଇ ବିଜୟଲକ୍ଷ୍ମୀ କହିଛନ୍ତି, କାରଣ ଦର୍ଶାଅ ନୋଟିସକୁ ନେଇ ବ୍ୟଥିତ, ମର୍ମାହତ ଥିଲି। ସେ ଆହୁରି କହିଛନ୍ତି, କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ତାଙ୍କୁ ଏହି କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜୟଲକ୍ଷ୍ମୀଙ୍କୁ କାରଣଦର୍ଶାଅ ନୋଟିସ ହୋଇଥିଲା । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନୋଟିସ କରିଥିଲା ବିଜେଡି।

    Maximum 500 characters

    ରାଜନୀତି View all

    Find Us on Facebook