Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜାଲରେ ପଡିଲା ୬୦ କେଜିଆ ମାଛ

    Share on :
    ajab-Image
    Date: Jul 10, 2024    Views: 3528

     ମହାନଦୀରୁ ମାଛ ଧରିବାବେଳେ ମିଳିଲା ବିଶାଳକାୟ ମାଛ। ହୀରାକୁଦ ଡ୍ୟାମ ତଳେ ବୁର୍ଲା ସାଇଫନରେ ମତ୍ସ୍ୟଜୀବୀଙ୍କ ଜାଳରେ ବିରାଟ କାୟ ବୁଧିଆ ମାଛ ଲାଗିଛି। ଯାହାର ଓଜନ ହେଉଛି ୬୦ କେଜି। ମଙ୍ଗଳବାର ମତ୍ସ୍ୟଜୀବୀ ମାନେ ବୁର୍ଲା ସାଇଫନରେ ମାଛ ଧରିବାକୁ ଯାଇଥିଲେ । ଜଳଭଣ୍ତାର ପ୍ରାୟ ଡାହାଣ ପାଶ୍ବ ସ୍ଲିଲଓ୍ଵେର କିଛି ଦୂରରେ ଏହି ମାଛଟି ଜାଲରେ ଲାଗିଥିଲା। 

    ଜଣେ ମତ୍ସ୍ୟଜୀବୀ ଜାଲ ପକାଇ ଟାଣିବାରୁ ଅର୍ସମଥ ହୋଇଥିଲେ। ସାଥି ମତ୍ସ୍ୟଜୀବୀଙ୍କୁ ଡାକି ଜାଳ ଟାଣିବା ବେଳେ ଏହି ବିରାଟ କାୟ ବୁଧିଆ ମାଛ ଜାଲରେ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ମାଛ ଟିକୁ ସହରର ଏକ ହୋଟେଲ ଠାରେ ବିକ୍ରି କରିଥିବା ଜଣାପଡିଛି।

    Maximum 500 characters

    ବିଶେଷ View all

    Find Us on Facebook