ମୁଖ୍ୟ ଖବର
ଭୁବନେଶ୍ୱର : ଚିନ୍ତା ବଢାଇ ଚାଲିଛି ସୁନା ଦର । ଲଗାତାର ବୃଦ୍ଧି ପାଉଛି ଦର । ମେ’ ୮ ଅର୍ଥାତ୍ ଗୁରୁବାର ସୁନା ଦର ପୁଣି ବଢିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୯,୬୦୦ରେ ପହଞ୍ଚିଛି । ଗତକାଲି ଏହା ୯୯,୦୦୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ହୋଇଛି।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୧,୩୦୦ ରହିଛି । ଗତକାଲି ଏହା ୯୦,୭୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ବୃଦ୍ଧି ହୋଇଛି ।
Comments ସମସ୍ତ ମତାମତ 0