Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ସରକାର କଣ କରିଛନ୍ତି ହିସାବ ଦିଅନ୍ତୁ : ଅରୁଣ ସାହୁ

    Share on :
    ajab-Image
    Date: May 5, 2025    Views: 4333

    ଭୁବନେଶ୍ବର : ସରକାରକୁ ଆସିବା ପରେ ଶହେ ଦିନରେ ସବୁ ପ୍ରତିଶ୍ରୁତି ପୂରଣ କରିଦେବେ ବୋଲି ବିଜେପି ସରକାର କହିଥିଲେ। ଏବେ ସରକାରକୁ ଆସିବା ୩୩୦ ଦିନ ଟପିଲାଣି। କଣ କରିଛନ୍ତି ତାହାର ହିସାବ ଦିଅନ୍ତୁ? ଏପାି କହି ବିଜେପି ସରକାରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ନୟାଗଡ ବିଧାୟକ ଅରୁଣ ସାହୁ।
    ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କହିଛନ୍ତି ଲୋକେ ଏବେ ବିଜେପି ସରକାର ଉପରେ ଅତିଷ୍ଠ ହୋଇପଡିଲେଣି। ଆଜି ଯଦି ନିର୍ବାଚନ ହେବ ସେମାନଙ୍କ ହାଲତ୍ ଖରାପ ହୋଇଯିବ। ସରକାରକୁ ଆସିବାର ବର୍ଷେ ହେବାକୁ ବସିଲାଣି, ହେଲେ ଏଯାଏଁ କିଛି ହେଲାନି। କୌଣସି କାମ ହେଉନାହିଁ। ସେମାନେ କଣ କରିଛନ୍ତି ହିସାବ ଦିଅନ୍ତୁ, ତା, ପରେ ଆମେ ତାହାର ଜବାବ ଦେବୁ ବୋଲି ଅରୁଣ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook