Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ନବକଳେବର ହେବ:ଜୟଦେବ ଜେନା

    Share on :
    ajab-Image
    Date: Jan 16, 2025    Views: 6542

    ଭୁବନେଶ୍ବର: ପିସିସି ସଭାପତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ପିସିସି ସଭାପତି ନାଁ ସ୍ଥିର ହୋଇଛି।  ଏଆଇସିସି କାର୍ୟ୍ୟାଳୟ ଉଦଘାଟନ ହୋଇଛି । ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ନବକଳେବର ହେବ। ଓଡ଼ିଶାର ପିସିସି ସଭାପତି କିଏ ହେବେ ସ୍ଥିର ହୋଇଛି। ନା ଘୋଷଣା ଆଉ ବିଳମ୍ବ ହେବନାହିଁ। ପିସିସି ନେଇ ହାଇକମାଣ୍ଡକୁ ଦୁଇଜଣ ପର୍ୟ୍ୟବେକ୍ଷକ ରିପୋର୍ଟ ଦେଇଛନ୍ତି । ଏହାକୁ ଆଧାର କରି ହାଇକମାଣ୍ଡ ପିସିସି ସଭାପତି ବାଛିବେ ବୋଲି କହିଛନ୍ତି ଜୟ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook