Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୋଷ୍ଟଗାର୍ଡର ହେଲିକପ୍ଟର ଦୁର୍ଘଟଣାଗସ୍ତ, ୩ ମୃତ

    Share on :
    ajab-Image
    Date: Jan 5, 2025    Views: 4397

    ନୂଆଦିଲ୍ଲୀ:  ଗୁଜୁରାଟ ପୋରବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏକ ଆଡ୍‌ଭାନ୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟ୍ରେନିଂ ବେଳେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି। 
    ତେବେ ଅଧିକାରୀଙ୍କ କହିବାନୁସାରେ, ହେଲିକପ୍ଟରଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ବିମାନରେ ୨ଜଣ ପାଇଲଟ୍ ଏବଂ ଅନ୍ୟ ତିନିଜଣ ଥିବା ବେଳେ ଅଧିକାରୀମାନେ ଏପର୍ୟ୍ୟନ୍ତ ଆହତଙ୍କ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି। ଭାରତୀୟ ତଟରକ୍ଷୀ ବାହିନୀ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook