Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହରିୟାଣା: କାହାକୁ କେତେ ଭୋଟ

    Share on :
    ajab-Image
    Date: Oct 8, 2024    Views: 5358

    ନୂଆଦିଲ୍ଲୀ: ହରିୟାଣାରେ ମିଛ ହେବକି ଏକଜିଟ ପୋଲ । କାହିଁକିନା ବୁଥ ବାହୁଡା ଜନମତ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ଏବେ ଭୋଟ ଗଣତିରେ କିନ୍ତୁ ପରିବର୍ତ୍ତନ ଦେଇଖିବାକୁ ମିଳିଛି । ଟ୍ରେଣ୍ଡରେ ରହିଛି ବିଜେପି ।  ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୫୦ଟି ଆସନରେ ଆଗୁଆ ରହିଛି । ସେଥିମଧ୍ୟରୁ ୨ଟି ଆସନରେ ବିଜେପି ବାଜିମାତ କରିସାରିଛି । ସେହିପରି କଂଗ୍ରେସ ୩୫ଟି ଆସନରେ ଆଗୁଆ ଥିବାବେଳେ ୨ଟି ଆସନରେ ଜିତିସାରିଛି । ସେହିପରି ଭାରତୀୟ ଜାତୀୟ ଲୋକଦଳ ଓ ବହୁଜନ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛି । ଅନ୍ୟପକ୍ଷରେ ୩ଟି ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook