Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାମ୍ମୁ-କଶ୍ମୀରରେ ପଛରେ ପଡ଼ିଲା ବିଜେପି

    Share on :
    ajab-Image
    Date: Oct 8, 2024    Views: 5294

    ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହେଉଛି। ଏଠାରେ ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ପ୍ରାରମ୍ଭିକ ଗଣତିରେ ଏନସ-କଂଗ୍ରେସ ମେଣ୍ଟ ୫୨ଟି ସିଟରେ ଆଗୁଆ ରହିଛନ୍ତି। ସେପଟେ ବିଜେପି ୨୮ଟି ସିଟରେ ଓ ପିଡିପି ଦୁଇଟି ସିଟରେ ଆଗୁଆ ରହିଛି। ଜାମ୍ମୁରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ଶ୍ରୀନଗର କଂଗ୍ରେସ ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook