Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜୁଏଲଙ୍କୁ ନେଇ ଆସିଲା ଭଲ ଖବର

    Share on :
    ajab-Image
    Date: Jul 17, 2024    Views: 5338

    ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ନେଇ ଏକ ଭଲ ଖବର ସାମନାକୁ ଆସିଛି । ତାହା ହେଲା ଶ୍ରୀ ଓରାମ ନିତି ଆୟୋଗ କମିଟି ସଦସ୍ୟଭାବେ ମନୋନୀତ ହୋଇଛନ୍ତି । କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ନିତି ଆୟୋଗ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଜୁଏଲଙ୍କ ସହ ନୀତିନ ଗଡ଼କାରୀ, ଜେ.ପି ନଡ୍ଡା, ଏଚ ଡି କୁମାରସ୍ୱାମୀ ପ୍ରମୁଖ ସଦସ୍ୟ ରହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook