ମୁଖ୍ୟ ଖବର
ଟିଟିଲାଗଡ: ଟିଟିଲାଗଡରୁ ୭୦ଲକ୍ଷ ଟଙ୍କା ଜବତ ହୋଇଛି ।ଧର୍ତି ଆବା ସୁପରଫାଷ୍ଟ ଟ୍ରେନରୁ ଟଙ୍କା ଜବତ କରିଛି ପୁଲିସ । ଘଟଣାରେ ପ୍ରଭାତ କୁମାର ସାହୁ ଓ ଉମେଶ ପ୍ରସାଦ ନାମକ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଟ୍ରେନଟି ଏର୍ଣ୍ଣାକୁଲମରୁ ହଟିଆ ଯାଉଥିବା ବେଳେ ଜିଆରପି ପୁଲିସ ଏହାକୁ ଜବତ କରିଛି । ଦୁଇ ଜଣ ଓଡ଼ିଆ ଯୁବକ ଟଙ୍କା ସହିତ ଧରାପଡିଥିବାରୁ ପୁଲିସ ସେମାନଙ୍କୁ ଜେରା କରୁଛି ।
Comments ସମସ୍ତ ମତାମତ