ମୁଖ୍ୟ ଖବର
ଛତିଶଗଡ଼: ପୁଣି ଟଳିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ଟଳିଛନ୍ତି । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ୧୨ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଛି । ଗୁଳି ବିନିମୟରେ ୪ ଜଣ ଯବାନ ଆହତ ହୋଇଛନ୍ତି । ଆହୁରି ମାଓବାଦୀ ଲୁଚି ରହିଥିବା ସନେ୍ଦହ କରାଯାଉଥିବାବେଳେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି ।
Comments ସମସ୍ତ ମତାମତ